ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ( ଫେବୃୟାରୀ 18, 2018 )
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ 18, 2018ରେ ମୁମ୍ବାଇରେ ପହଞ୍ଚୁଛନ୍ତି ।
ମୁମ୍ବାଇରେ ଫେବୃୟାରୀ 18, 2018ରେ ଗଣମାନ୍ୟ ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ କରୁଛନ୍ତି ।
ମୁମ୍ବାଇରେ ଫେବୃୟାରୀ 18, 2018ରେ ଗଣମାନ୍ୟ ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ କରୁଛନ୍ତି ।
ଫେବୃୟାରୀ 18, 2018ରେ ନବୀ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ ।
ଫେବୃୟାରୀ 18, 2018ରେ ନବୀ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ, ଜାହାଜ ଚଳାଚଳ ଓ ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ ।
ଫେବୃୟାରୀ 18, 2018ରେ ନବୀ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଅଶୋକ ଗଜପତି ରାଜୁ ପୁଷପତି, କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ, ଜାହାଜ ଚଳାଚଳ ଓ ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ 18, 2018ରେ ନବୀ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରୁଛନ୍ତି ।
The Prime Minister, Shri Narendra Modi addressing at the Ground Breaking Ceremony of Navi Mumbai International Airport, on February 18, 2018.
The Prime Minister, Shri Narendra Modi at the "Magnetic Maharashtra Convergence – 2018", in Mumbai, Maharashtra on February 18, 2018.
The Prime Minister, Shri Narendra Modi at the "Magnetic Maharashtra Convergence – 2018", in Mumbai, Maharashtra on February 18, 2018.
The Prime Minister, Shri Narendra Modi at the "Magnetic Maharashtra Convergence – 2018", in Mumbai, Maharashtra on February 18, 2018.
ମହାରାଷ୍ଟ୍ରର ମୁମ୍ବାଇଠାରେ ଫେବୃଆରୀ 18, 2018 ରେ ଅନୁଷ୍ଠିତ ବିଶ୍ୱ ନିବେଶକ ଶିଖର ସମ୍ମିଳନୀ- ମେଗ୍ନେଟିକ ମହାରାଷ୍ଟ୍ର ସମ୍ମେଳନ -2018 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ମହରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି.ବିଦ୍ୟାସାଗର ରାଓ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ।
ମହାରାଷ୍ଟ୍ରର ମୁମ୍ବାଇଠାରେ ଫେବୃଆରୀ 18, 2018ରେ ଅନୁଷ୍ଠିତ ବିଶ୍ୱ ନିବେଶକ ଶିଖର ସମ୍ମିଳନୀ- ମେଗ୍ନେଟିକ ମହାରାଷ୍ଟ୍ର ସମ୍ମେଳନ - 2018 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ମହରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି.ବିଦ୍ୟାସାଗର ରାଓ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀସ ।
ମହାରାଷ୍ଟ୍ରର ମୁମ୍ବାଇଠାରେ ଫେବୃଆରୀ 18, 2018ରେ ବିଶ୍ୱ ନିବେଶକ ଶିଖର ସମ୍ମିଳନୀ- ମେଗ୍ନେଟିକ ମହାରାଷ୍ଟ୍ର ସମ୍ମେଳନ 2018 କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ମହାରାଷ୍ଟ୍ରର ମୁମ୍ବାଇଠାରେ ଫେବୃଆରୀ 18, 2018ରେ ବିଶ୍ୱ ନିବେଶକ ଶିଖର ସମ୍ମିଳନୀ- ମେଗ୍ନେଟିକ ମହାରାଷ୍ଟ୍ର ସମ୍ମେଳନ 2018 କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ମହାରାଷ୍ଟ୍ରର ମୁମ୍ବାଇଠାରେ ଫେବୃଆରୀ 18, 2018 ରେ ୱାଧୱାନୀ ଇନଷ୍ଟିଟ୍ୟୁଟ ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉଦ୍ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି.ବିଦ୍ୟାସାଗର ରାଓ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବୀ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରର ଶିଳାନ୍ୟାସ ସମାରୋହ, ମେଗ୍ନେଟିକ ମହରାଷ୍ଟ୍ର ସମ୍ମେଳନର ଉଦ୍ଘାଟନ ଏବଂ ୱାଧୱାନୀ ଇନଷ୍ଟିଟ୍ୟୁଟ ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉଦ୍ଘାଟନ ପରେ ଫେବୃଆରୀ 18, 2018 ରେ ମୁମ୍ବାଇରୁ ପ୍ରସ୍ଥାନ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି.ବିଦ୍ୟାସାଗର ରାଓ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀସ ।