ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ରାଜସ୍ଥାନରେ ପ୍ରଧାନମନ୍ତ୍ରୀ (ଅଗଷ୍ଟ 29,2017)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 29, 2017ରେ ରାଜସ୍ଥାନର ଉଦୟପୁରଠାରେ ପହଞ୍ଚିବା କ୍ଷଣି ସେଠାକାର ରାଜ୍ୟପାଳ ଶ୍ରୀ କଲ୍ୟାଣ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ ତାଙ୍କୁ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 29, 2017ରେ ରାଜସ୍ଥାନର ଉଦୟପୁରଠାରେ ପହଞ୍ଚିବା କ୍ଷଣି ସେଠାକାର ରାଜ୍ୟପାଳ ଶ୍ରୀ କଲ୍ୟାଣ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ ତାଙ୍କୁ ସ୍ଵାଗତ କରୁଛନ୍ତି ।
ରାଜସ୍ଥାନର ଉଦୟପୁରଠାରେ ଅଗଷ୍ଟ 29, 2017ରେ ବିଭିନ୍ନ ପ୍ରମୁଖ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ।
ରାଜସ୍ଥାନର ଉଦୟପୁରଠାରେ ଅଗଷ୍ଟ 29, 2017ରେ ବିଭିନ୍ନ ପ୍ରମୁଖ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ରାଜସ୍ଥାନର ଉଦୟପୁରଠାରେ ଅଗଷ୍ଟ 29, 2017ରେ ବିଭିନ୍ନ ପ୍ରମୁଖ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ରାଜସ୍ଥାନ ରାଜ୍ୟପାଳ ଶ୍ରୀ କଲ୍ୟାଣ ସିଂହ, କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ, କେନ୍ଦ୍ର ଅର୍ଥ ଏବଂ ଉଦ୍ୟୋଗ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ପି. ଚୌଧୁରୀ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ।

ରାଜସ୍ଥାନର ଉଦୟପୁରଠାରେ ଅଗଷ୍ଟ 29, 2017ରେ ବିଭିନ୍ନ ପ୍ରମୁଖ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ରାଜସ୍ଥାନ ରାଜ୍ୟପାଳ ଶ୍ରୀ କଲ୍ୟାଣ ସିଂହ, କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ, କେନ୍ଦ୍ର ଅର୍ଥ ଏବଂ ଉଦ୍ୟୋଗ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ପି. ଚୌଧୁରୀ, କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସି. ଆର. ଚୌଧୁରୀ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ।
ରାଜସ୍ଥାନର ଉଦୟପୁରଠାରେ ଅଗଷ୍ଟ 29, 2017ରେ ବିଭିନ୍ନ ପ୍ରମୁଖ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ନିକଟରେ ଉପସ୍ଥିତ ଅଛନ୍ତି ରାଜସ୍ଥାନ ରାଜ୍ୟପାଳ ଶ୍ରୀ କଲ୍ୟାଣ ସିଂହ, କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ, କେନ୍ଦ୍ର ଅର୍ଥ ଏବଂ ଉଦ୍ୟୋଗ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ପି. ଚୌଧୁରୀ, କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସି. ଆର. ଚୌଧୁରୀ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଉଦୟପୁରଠାରେ ଅଗଷ୍ଟ 29, 2017ରେ ବିଭିନ୍ନ ପ୍ରମୁଖ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବା ପରେ ଉଦ୍ବୋଧନ ଦେଉଛନ୍ତି ।

ରାଜସ୍ଥାନର ଉଦୟପୁରରୁ ଅଗଷ୍ଟ 29, 2017ରେ ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।