ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
କିରଗିଜସ୍ତାନ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ (20 ଡିସେମ୍ବର,2016 )
ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଡିସେମ୍ବର ୨୦, ୨୦୧୬ରେ ଆନୁଷ୍ଠାନିକ ସ୍ଵାଗତ ସମାରୋହରେ କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭଙ୍କୁ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାଗତ କରୁଛନ୍ତି ।
ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଡିସେମ୍ବର ୨୦, ୨୦୧୬ରେ ଆନୁଷ୍ଠାନିକ ସ୍ଵାଗତ ସମାରୋହରେ କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଡିସେମ୍ବର ୨୦, ୨୦୧୬ରେ ଆନୁଷ୍ଠାନିକ ସ୍ଵାଗତ ସମାରୋହରେ କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭଙ୍କ ସହିତ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦, ୨୦୧୬ରେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭଙ୍କୁ ସାକ୍ଷାତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦, ୨୦୧୬ରେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭଙ୍କୁ ସାକ୍ଷାତ କରୁଛନ୍ତି ।
ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ଡିସେମ୍ବର ୨୦, ୨୦୧୬ରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନାରେ କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ଡିସେମ୍ବର ୨୦, ୨୦୧୬ରେ ରାଜିନାମା ଆଦାନ ପ୍ରଦାନ ଅବସରରେ କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ଡିସେମ୍ବର ୨୦, ୨୦୧୬ରେ କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭଙ୍କୁ ଭାରତୀୟ କବିତାର କିରଗିଜ ଅନୁବାଦକୁ ପ୍ରଦାନ କରୁଛନ୍ତି ।
କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭ ଡିସେମ୍ବର ୨୦, ୨୦୧୬ରେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କିରଗିଜ ଲୋକଙ୍କ ବିରତ୍ଵପୂର୍ଣ୍ଣ ଘଟଣା ବର୍ଣ୍ଣିତ କବିତା ‘ମାନସ-ସେମେତେଇ-ସେଇଟେକ’ର ପ୍ରତିଲିପି ପ୍ରଦାନ କରୁଛନ୍ତି ।
ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ଡିସେମ୍ବର ୨୦, ୨୦୧୬ରେ ମିଳିତ ପ୍ରେସ ବିବୃତି ପ୍ରଦାନ ଅବସରରେ କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

କିରଗିଜସ୍ତାନ ରାଷ୍ଟ୍ରପତି ମିଷ୍ଟର ଆଲମାଜବେକ ସାର୍ଶେନୋଭିଚ ଆତମବାଏଭ ଡିସେମ୍ବର ୨୦, ୨୦୧୬ରେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ପରିଦର୍ଶକ ପୁସ୍ତକରେ ମନ୍ତବ୍ୟ ଲେଖୁଛନ୍ତି । ନିକଟରେ ଅଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।