ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Urdu
Tamil
Marathi
Bengali
Malayalam
Gujarati
Telugu
Kannada
Odia
Punjabi
Assamese
Manipuri
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
HOME
ପିଏମଇଣ୍ଡିଆ
ହରିୟାନାର ଗୁରୁଗ୍ରାମରେ ପ୍ରଧାନମନ୍ତ୍ରୀ (ନଭେମ୍ବର 1,2016)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଗୁରୁଗ୍ରାମରେ ପହଞ୍ଚୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର, କେନ୍ଦ୍ର ଯୋଜନା (ସ୍ଵାଧୀନ) ଏବଂ ସହର ବିକାଶ, ଗୃହ ନିର୍ମାଣ ତଥା ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦ୍ରଜୀତ ସିଂହ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଗୁରୁଗ୍ରାମରେ ପହଞ୍ଚୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ଏବଂ କେନ୍ଦ୍ର ଯୋଜନା (ସ୍ଵାଧୀନ) ଏବଂ ସହର ବିକାଶ, ଗୃହ ନିର୍ମାଣ ତଥା ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦ୍ରଜୀତ ସିଂହ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୦୧, ୨୦୧୬ରେ ଗୁରୁଗ୍ରାମରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ପହଞ୍ଚୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।

ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ସ୍ଥଳରେ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନଭେମ୍ବର ୦୧, ୨୦୧୬ରେ ଗୁରୁଗ୍ରାମରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ପହଞ୍ଚିବା କ୍ଷଣି ସ୍ଵାଗତ କରାଯାଉଛି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ କେନ୍ଦ୍ର ମନ୍ତ୍ରୀଗଣ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନଭେମ୍ବର ୦୧, ୨୦୧୬ରେ ହରିୟାଣାର ଗୁରୁଗ୍ରାମଠାରେ ସୁଲଭ ମୂଲ୍ୟ ଦୋକାନର କମ୍ପ୍ୟୁଟରିକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୦୧, ୨୦୧୬ରେ ଗୁରୁଗ୍ରାମରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ଖୋଲା ମଳତ୍ୟାଗ ମୁକ୍ତ ଅଭିଯାନରେ ଭଲ କାର୍ଯ୍ୟ କରିଥିବା ୭ ଟି ଜିଲ୍ଲାର କର୍ମକର୍ତ୍ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ଉପଲକ୍ଷେ ଡାକ ଟିକଟ ଉନ୍ମୋଚନ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ରିଓ ପାରାଲିମ୍ପିକ ରୌପ୍ୟ ପଦକ ବିଜେତା ସୁଶ୍ରୀ ଦୀପା ମଲିକଙ୍କୁ ୪ କୋଟି ଟଙ୍କା ନଗଦ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଏକ ପୁସ୍ତିକା ଉନ୍ମୋଚନ ସହ ଦୀନଦୟାଲ ଉପାଧ୍ୟାୟା ଜନ ଆବାସ ଯୋଜନାର ଶୁଭାରମ୍ଭ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଚିହ୍ନଟ ହୋଇଥିବା କିରୋସିନ ମୁକ୍ତ ୮ ଟି ଜିଲ୍ଲାର ହିତାଧିକାରୀଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଚିହ୍ନଟ ହୋଇଥିବା କିରୋସିନ ମୁକ୍ତ ୮ ଟି ଜିଲ୍ଲାର ହିତାଧିକାରୀଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।
ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ସମବେତ ଜନତାଙ୍କୁ ସମ୍ବୋଧିତ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ସମବେତ ଜନତାଙ୍କୁ ସମ୍ବୋଧିତ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ସମବେତ ଜନତାଙ୍କୁ ସମ୍ବୋଧିତ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ସମବେତ ଜନତାଙ୍କୁ ସମ୍ବୋଧିତ କରୁଛନ୍ତି ।
ହରିୟାଣାର ଗୁରୁଗ୍ରାମରେ ନଭେମ୍ବର ୦୧, ୨୦୧୬ରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ସେଠାକାର ରାଜ୍ୟପାଳ ପ୍ରଫେସର କପ୍ତାନ ସିଂହ ସୋଲାଙ୍କି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାରଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକୀ ଉପହାର ଦିଆଯାଉଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୦୧, ୨୦୧୬ରେ ଗୁରୁଗ୍ରାମର ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ସ୍ଥଳରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ନିକଟରେ ଅଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟାର ।