Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅନ୍ତର୍ଜାତୀୟ ଚିତା ଦିବସ ଅବସରରେ ସମସ୍ତ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ଚିତା ଦିବସ ଅବସରରେ ଚିତାବାଘ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ସମସ୍ତ ବନ୍ୟଜନ୍ତୁ ପ୍ରେମୀ ଏବଂ ସଂରକ୍ଷଣକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। “ତିନି ବର୍ଷ ପୂର୍ବେ, ଆମ ସରକାର ଏହି ଚମତ୍କାର ପ୍ରାଣୀକୁ ସୁରକ୍ଷା ଦେବା ଏବଂ ବ୍ୟବସ୍ଥାର ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ପ୍ରକଳ୍ପ ଚିତା ଆରମ୍ଭ କରିଥିଲେ ଯେଉଁଥିରେ ଏହା ପ୍ରକୃତରେ ସମୃଦ୍ଧ ହୋଇପାରିବହଜି ଯାଇଥିବା ପରିବେଶଗତ ଐତିହ୍ୟକୁ ପୁନର୍ଜୀବିତ କରିବା ଏବଂ ଆମର ଜୈବିବିଧତାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଏହା ଏକ ପ୍ରୟାସ ଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀଏକ୍ସରେ ପୋଷ୍ଟ କରିଛନ୍ତି:

ଅନ୍ତର୍ଜାତୀୟ ଚିତା ଦିବସ ଅବସରରେ, ଆମ ପୃଥିବୀର ଅନ୍ୟତମ ଚମତ୍କାର ପ୍ରାଣୀ ଚିତାକୁ ସୁରକ୍ଷା ଦେବା ପାଇଁ ଉତ୍ସର୍ଗୀକୃତ ସମସ୍ତ ବନ୍ୟଜନ୍ତୁ ପ୍ରେମୀ ଏବଂ ସଂରକ୍ଷଣକାରୀଙ୍କୁ ମୋର ଶୁଭେଚ୍ଛାତିନି ବର୍ଷ ପୂର୍ବେ, ଆମ ସରକାର ଏହି ଚମତ୍କାର ପ୍ରାଣୀକୁ ସୁରକ୍ଷା ଦେବା ଏବଂ ବ୍ୟବସ୍ଥାର ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ପ୍ରକଳ୍ପ ଚିତା ଆରମ୍ଭ କରିଥିଲେ ଯେଉଁଥିରେ ଏହା ପ୍ରକୃତରେ ସମୃଦ୍ଧ ହୋଇପାରିବହଜି ଯାଇଥିବା ପରିବେଶଗତ ଐତିହ୍ୟକୁ ପୁନର୍ଜୀବିତ କରିବା ଏବଂ ଆମର ଜୈବିବିଧତାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଏହା ଏକ ପ୍ରୟାସ ଥିଲା ।’’

HS