Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଭିନେତା ଟମ ଆଲ୍ଟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଟମ ଆଲ୍ଟରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ଚଳଚିତ୍ର ଏବଂ ଥିଏଟର ଜଗତକୁ ତାଙ୍କ ଅବଦାନ ସ୍ମରଣ କରିଛନ୍ତି ।

ଶ୍ରୀ ଟମ ଆଲ୍ଟରଙ୍କ ପରିଜନ ଏବଂ ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୋକ-ସମ୍ବେଦନା ଜଣାଇଛନ୍ତି ।

*****