ପିଏମଇଣ୍ଡିଆ
ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟମ Heads of Mission ସମ୍ମିଳନୀ କୁ ସମ୍ବୋଧିତ କରିଛନ୍ତି ।
ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି “Effective Diplomacy, Excellent Delivery, (ଫଳପ୍ରଦ କୂଟନୀତି, ଚମତ୍କାର ବିତରଣ) । ”
Addressed the 8th Heads of Mission Conference in New Delhi. Spoke on the theme of ‘Effective Diplomacy, Excellent Delivery.’ pic.twitter.com/obOk9p9xgU
— Narendra Modi (@narendramodi) May 6, 2017