Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଷ୍ଟ୍ରେଲୀୟ ଓପନ ବ୍ୟାଡମିଣ୍ଟନ ସୁପର ସିରିଜ ବିଜୟୀ କିଦାମ୍ବି ଶ୍ରୀକାନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲୀୟ ଓପନ ବ୍ୟାଡମିଣ୍ଟନ ସୁପର ସିରିଜ ବିଜେତା କିଦାମ୍ବି ଶ୍ରୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଅଷ୍ଟ୍ରେଲୀୟ ଓପନରେ କିଦାମ୍ବି ଶ୍ରୀକାନ୍ତଙ୍କ ବିଜୟ ହେତୁ ଆମେ ବାସ୍ତବିକ ଗୌରବାନ୍ଵିତ । ଆଉ ଏକ ଚମତ୍କାର ବିଜୟ ସକାଶେ ତାଙ୍କୁ ମୋର ଅଶେଷ ଶୁଭେଚ୍ଛା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****