Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଆରଏନଏସଏସ-1I ର ସଫଳ ଉତକ୍ଷେପଣ ଲାଗି ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ନାଭିଗେସନ ଉପଗ୍ରହ ଆଇଆରଏନଏସଏସ-1I ର ସଫଳ ଉତକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ନାଭିଗେସନ ଉପଗ୍ରହ ଆଇଆରଏନଏସଏସ-1I ର ସଫଳ ଉତକ୍ଷେପଣ ଲାଗି ଆମ ବୈଜ୍ଞାନିକକ ମାନଙ୍କୁ ଅଭିନନ୍ଦନ । ଏହି ସଫଳତା ଫଳରେ ଆମ ମହାକାଶ କାର୍ଯ୍ୟକ୍ରମର ଲାଭ ସାଧାରଣ ଜନତାଙ୍କୁ ମିଳିପାରିବ । ଇସ୍ରୋ ଟିମକୁ ନେଇ ଆମେ ଗର୍ବିତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

****