Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଟି ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ପାଇ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଏମ୍ଓୟୁକୁ କ୍ୟାବିନେଟ ମଞ୍ଜରି


ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଆଇଟି ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ପାଇଁ ପୂର୍ବରୁ ସ୍ୱାକ୍ଷରିତ ବୁଝାମଣା ରାଜିନାମା(ଏମ୍ଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଏହି ଏମ୍ଓୟୁ ନୂଆଦିଲ୍ଲୀରେ 2017 ଜାନୁୟାରୀ 6 ତାରିଖରେ ସ୍ୱାକ୍ଷରିତ ହୋଇଥିଲା । ଏହାକୁ ପିଛିଲା ଭାବେ ମଞ୍ଜୁରି ମିଳିଛି । ଏହି ଏମ୍ଓୟୁ ଦ୍ୱାରା ଆଇଟି ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦୁଇ ଦେଶମଧ୍ୟରେ ସ୍ଥାୟୀ ସହଯୋଗ ନିମନ୍ତେ ସହମତି ହୋଇଛି ।