Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇସସିସି ପୁରୁଷ ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଟିମ୍‍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଜିତିଥିବାରୁ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତିଶ୍ରୀ ମୋଦୀ କହିଥିଲେ ଯେ ଉଲ୍ଲେଖନୀୟ ବିଜୟ ଅସାଧାରଣ ଦକ୍ଷତା, ଦୃଢ଼ ସଂକଳ୍ପ ଏବଂ ଦଳଗତ କାର୍ଯ୍ୟକୁ ପ୍ରତିଫଳିତ କରିଥାଏସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରତିଯୋଗିତାରେ ଦଳ ଚମତ୍କାର ଧୈର୍ଯ୍ୟ ପ୍ରଦର୍ଶନ କରିଥିଲା

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବ ଏବଂ ଆନନ୍ଦରେ ଭରି ଦେଇଛି

ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଚାମ୍ପିଅନ୍ସ!

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଜିତିଥିବାରୁ ଭାରତୀୟ ଦଳକୁ ଅଭିନନ୍ଦନ!

ଏହି ଉଲ୍ଲେଖନୀୟ ବିଜୟ ଅସାଧାରଣ ଦକ୍ଷତା, ଦୃଢ଼ ସଂକଳ୍ପ ଏବଂ ଦଳଗତ କାର୍ଯ୍ୟକୁ ପ୍ରତିଫଳିତ କରୁଛିସେମାନେ ପ୍ରତିଯୋଗିତାରେ ଚମତ୍କାର ଧୈର୍ଯ୍ୟ ପ୍ରଦର୍ଶନ କରିଛନ୍ତି

ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବ ଏବଂ ଆନନ୍ଦରେ ଭରି ଦେଇଛି

ବହୁତ ଭଲ, ଟିମ୍ ଇଣ୍ଡିଆ! “

HS