ପିଏମଇଣ୍ଡିଆ
09 .03. 2025 : ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବିଜୟ ଲାଭି କରିଥିବାରୁ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :
“ଏକ ଅସାଧାରଣ ଖେଳ ଏବଂ ଏକ ଅସାଧାରଣ ଫଳାଫଳ !
ଆଇସିସି ଚାମ୍ପିଅନ୍ସ ଟ୍ରଫି ଘରକୁ ଆଣିଥିବାରୁ ଆମ କ୍ରିକେଟ ଦଳ ପାଇଁ ଗର୍ବିତ। ସେମାନେ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଭାବରେ ଖେଳିଛନ୍ତି। ଚମତ୍କାର ପ୍ରଦର୍ଶନ ପାଇଁ ଆମ ଦଳକୁ ଅଭିନନ୍ଦନ।”
***
SSP
An exceptional game and an exceptional result!
— Narendra Modi (@narendramodi) March 9, 2025
Proud of our cricket team for bringing home the ICC Champions Trophy. They’ve played wonderfully through the tournament. Congratulations to our team for the splendid all round display.