ପିଏମଇଣ୍ଡିଆ
ଆଚାର୍ଯ୍ୟ କୃପାଳନୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
“ଜନ୍ମ ବାର୍ଷିକୀରେ ଆଚାର୍ଯ୍ୟ କୃପାଳନୀଙ୍କୁ ଆମେ ସ୍ମରଣ କରୁଛୁ । ସେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ଵ ଥିଲେ ଯିଏକି ଗରିବ ଓ ନିଷ୍ପେସିତଙ୍କ ପାଇଁ କାର୍ଯ୍ୟ କରୁଥିଲେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Remembering Acharya Kripalani, an inspiring personality who worked for the well-being of the poor & marginalised, on his birth anniversary.
— Narendra Modi (@narendramodi) November 11, 2016