ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରବନୀତ ସିଂ ବିଟ୍ଟୁଙ୍କ ଏକ ନିବନ୍ଧ ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ କିପରି ଆଧୁନିକ ରେଳ ଷ୍ଟେସନ ଏବଂ ଏକ ଉନ୍ନତ ନେଟୱାର୍କ ପଞ୍ଜାବରେ ପ୍ରଗତି ପାଇଁ ନୂତନ ପଥ ଖୋଲିଛି। ଶ୍ରୀ ମୋଦୀ କହିଥିଲେ ଯେ ଏହି ପରିବର୍ତ୍ତନ ଲୋକମାନଙ୍କ ପାଇଁ ଅନେକ ସୁଯୋଗ ଆଣିଦେଇଛି।
ଶ୍ରୀ ମୋଦୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
“ପଞ୍ଜାବରେ, ଆଧୁନିକ ରେଳ ଷ୍ଟେସନ ଏବଂ ଏକ ଉନ୍ନତ ନେଟୱାର୍କ ପ୍ରଗତି ପାଇଁ ନୂତନ ପଥ ଖୋଲିଛି। ଏହି ପରିବର୍ତ୍ତନ ଏଠାକାର ଲୋକମାନଙ୍କ ପାଇଁ ଅନେକ ସୁଯୋଗ ଆଣିଦେଇଛି। କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଜୀଙ୍କ ଏହି ନିବନ୍ଧରେ ଦର୍ଶାଯାଇଛି ଯେ ପଞ୍ଜାବ କିପରି ବଦଳୁଛି। ’’
ଏହାକୁ ନିଶ୍ଚିତ ପଢ଼ନ୍ତୁ! “
HS
पंजाब में आधुनिक रेलवे स्टेशनों और बेहतर नेटवर्क से तरक्की की नई राहें खुल रही हैं। यह बदलाव यहां के लोगों के लिए ढेरों अवसर ला रहा है। केंद्रीय मंत्री @RavneetBittu जी का यह आलेख बताता है कि पंजाब कैसे बदल रहा है।
— PMO India (@PMOIndia) May 13, 2026
जरूर पढ़ें! https://t.co/I79ovchNiO