Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ଦିବ୍ୟାଙ୍ଗମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ପ୍ରତିବଦ୍ଧ ଦିବ୍ୟାଙ୍ଗମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ଶୁଭକାମନା କରିଛନ୍ତି ।

“ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ଆମ ପ୍ରତିବଦ୍ଧ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କ ଶୁଭକାମନା କରୁଛି ।

ନୂତନ ଉଦ୍ଦୀପନା ଓ ଉତ୍ସାହର ସହ ଆମେ ବର୍ତ୍ତମାନର ପ୍ରୟାସକୁ ଜାରି ରଖିବା ଏବଂ ଏପରି ଏକ ରାଷ୍ଟ୍ର ଗଠନ କରିବା ଯେଉଁଠି ସମତା ଓ ସମପ୍ରବେଶ ବିରାଜମାନ କରିଥିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Let us continue our ongoing efforts with renewed vigour & create a nation where both accessibility and equality prevail.

— Narendra Modi (@narendramodi) December 3, 2016 >