ପିଏମଇଣ୍ଡିଆ
ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଡଙ୍ଗା ବୁଡି ଯୋଗୁଁ ହୋଇଥିବା ଜୀବନ ହାନି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
“ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଡଙ୍ଗା ବୁଡି ଘଟଣାରେ ମୁଁ ଗଭୀର ଭାବେ ମର୍ମାହତ । ଶୋକସନ୍ତପ୍ତ ପରିବାରମାନଙ୍କୁ ସହାନୁଭୂତି ଜଣାଉଛି । ଏହି ଦୁର୍ଘଟଣାରେ ଯେଉଁମାନଙ୍କର ଖୋଜ ଖବର ଏପର୍ଯ୍ୟନ୍ତ ସୁଦ୍ଧା ମିଳିନାହିଁ, ସେମାନେ ନିରାପଦରେ ରହିଥିବା ନେଇ ମୁଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
****
Anguished by the capsizing of a boat in Andhra Pradesh’s East Godavari district. Condolences to the bereaved families. I pray for the safety of those missing.
— Narendra Modi (@narendramodi) May 15, 2018