Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର ମଜାର-ଇ-ଶରିଫଠାରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରିଛନ୍ତି ।

“ମଜାର-ଇ-ଶରିଫରେ ଆତଙ୍କବାଦୀଙ୍କ କାପୁରୁଷୋଚିତ ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରୁଛି । ଏହି ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ଆମର ଶୋକ, ସମବେଦନା ଓ ପ୍ରାର୍ଥନା” ଜଣାଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।