Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ


ଫଗାନିସ୍ତାନ ଇସଲାମିକ ପ୍ରଜାତନ୍ତ୍ରର ରାଷ୍ଟ୍ରତି ଡ଼କ୍ଟର ମହମ୍ମ ଅସ୍ରଫ ଘନୀ ଜି (ସେପ୍ଟେମ୍ବର 19, 2018) ଭାରତ ଗସ୍ତରେ ସିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରଣ କ୍ରମେ ରାଷ୍ଟ୍ରତି ଡ଼କ୍ଟର ଘନୀ ନୂଆଦିଲ୍ଲୀ ଗସ୍ତରେ ସିଥିବା ଜଣାଯାଏ ।

ରାଷ୍ଟ୍ରତି ଡ଼କ୍ଟର ଘନୀ ଏହି ବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷିକ ତଥା ବିବି କ୍ଷେତ୍ରରେ ସଂର୍କ ଉରେ ସମୀକ୍ଷା କରିବା ସହ ଭାରତ-ଫଗାନିସ୍ତାନ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରସଙ୍ଗର ଅଗ୍ରଗତି ସଂର୍କରେ ବିସ୍ତୃତ ଲୋଚନା କରିଥିଲେ । ଦୁଦେଶ ମଧ୍ୟରେ ଦ୍ଵିପାକ୍ଷିକ ବାଣିଜ୍ୟ କାରବାର 1 ବିଲିୟନ ଡଲାରରେ ପହଞ୍ଚିଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଭାରତ-ଫଗାନିସ୍ତାନ ବାଣିଜ୍ୟ ଓ ନିବେଶ ପ୍ରଦର୍ଶନୀ ମୁମ୍ବାଇଠାରେ ସେପ୍ଟେମ୍ବର 12 ଠାରୁ 15 ତାରିଖ ର୍ଯ୍ୟନ୍ତ ସଫଳତାର ସହ ୟୋଜିତ ହେବାରେ ଉଭୟ କ୍ଷ ଖୁସି ପ୍ରକଟ କରିଥିଲେ ।  ଦୁଦେଶ ମଧ୍ୟରେ ସଂଯୋଗକୁ ଅଧିକ ସୁଦୃଢ କରିବା ଏବଂ ଚାବାହର ବନ୍ଦର ଏବଂ ବିମାନ ରିବହନ କରିଡ଼ର ମାଧ୍ୟମରେ ଏହାକୁ ବ୍ୟାକ କରିବା ନିମନ୍ତେ ଉଭୟ କ୍ଷ ସହମତ ହୋଇଥିଲେ । ସେହିଭଳି ଫଗାନିସ୍ତାନରେ ଭିତ୍ତିଭୂମି, ମାନବ ସମ୍ବଳ ବିକା ଏବଂ ନ୍ୟାନ୍ୟ କ୍ଷତା ବିକାଶ ପ୍ରକଳ୍ପ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ଯେଭଳି ପ୍ରଭାବୀ ହୋଇପାରିବ ସେଥିପାଇଁ ନୂତନ ବିକାଶ ସହଭାଗୀତାକୁ ଅଧିକ ନିବିଡ଼ କରିବା ଲାଗି ଦୁଇ ଦେଶ ସହମତ ହୋଇଛନ୍ତି ।

ରାଷ୍ଟ୍ରତି ଡ଼କ୍ଟର ଘନୀ ଏହି ବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ତାଙ୍କ ସରକାର ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖିବା ଦିଗରେ କରାଯାଉଥିବା ପ୍ରୟାସ ସଂର୍କରେ ବଗତ କରାଇଥିଲେ । ତଙ୍କବାଉଗ୍ରବାଦ ଦମନ ଦ୍ଵାରା ଫଗାନିସ୍ତାନରେ କିଭଳି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ ଏବଂ ଦେଶର ଜନସାଧାରଣଙ୍କ ନଜୀବନ ପ୍ରତି ଥିବା ବିପଦ ଟଳିପାରିବ ସେଥିପାଇଁ ଭାରତର ସହଯୋଗ ଏବଂ ଫଗାନିସ୍ତାନର ସମର୍ଥନକୁ ଡ଼କ୍ଟର ଘନୀ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଫଗାନିସ୍ତାନ ନେତୃତ୍ୱାଧୀନ, ଫଗାନିସ୍ତାନ ଦ୍ଵାରା ନିୟନ୍ତ୍ରିତ ଏବଂ ଫଗାନିସ୍ତାନର ଶାନ୍ତି ଓ ସହଯୋଗ ପ୍ରକ୍ରିୟା ପ୍ରତି ଭାରତର ସହଯୋଗକୁ ପୁନଃପ୍ରକଟ କରିବା ସହ ଏହା ଏକକ, ଶାନ୍ତିପୂର୍ଣ୍ଣ, ସମାବେଶୀ ତଥା ଗଣତାନ୍ତ୍ରିକ ଫଗାନ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ । ଏହା ଦ୍ଵାରା ସେଠାରେ ଗଣତାନ୍ତ୍ରିକ ପ୍ରକ୍ରିୟା ସୁଦୃଢ ହେବ ଏବଂ ର୍ଥିକ ଦୃଷ୍ଟିରୁ ଦେଶ ମଜଭୁତ ହୋଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଫଗାନିସ୍ତାନ ସରକାରଙ୍କ ଏହି କାର୍ଯ୍ୟରେ ଭାରତ ସଦାଦର୍ବଦା ତାର ସହଯୋଗ ବ୍ୟାହତ ରଖିବ । ଫଗାନିସ୍ତାନର ନିରାତ୍ତା ତଥା ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଫଗାନିସ୍ତାନରେ ବିଭିନ୍ନ ସମୟରେ ଘଟୁଥିବା ତଙ୍କବାଦୀ କାଣ୍ଡକୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ସ୍ୱରରେ ନିନ୍ଦା କରିଥିଲେ । ଏହା ସେଠାରେ ନେକ ନଜୀବନ ହାନି ଘଟାଇଛି । ଫଗାନମାନଙ୍କ ଆତଙ୍କବାଦ ବିରୋଧୀ ସଂଗ୍ରାମରେ ଭାରତ ସେମାନଙ୍କ ସହିତ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବିଭିନ୍ନ ନ୍ତର୍ଜାତିକ ସଂସ୍ଥାରେ ଫଗାନିସ୍ତା ଭାରତକୁ ସମର୍ଥନ ଓ ଏହାର ରାମର୍ଶ ଲୋଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରତି ଡ଼କ୍ଟର ଘନୀଙ୍କୁ କୃତଜ୍ଞତା ଜ୍ଞାନ କରିଥିଲେ । ଉଭୟ କ୍ଷ ସେମାନଙ୍କ ମଧ୍ୟରେ ଜାରି ଥିବା ଘନିଷ୍ଠ ସହଯୋଗକୁ ଗାମୀ ଦିନରେ ଅଧିକ ନିବିଡ଼ କରିବା ତଥା କ୍ଷେତ୍ରୀୟ ତଥା ନ୍ତର୍ଜାତିକ ସ୍ତରରେ ସହଯୋଗୀ ଭାବେ ଶାନ୍ତି, ସମୃଦ୍ଧି, ସ୍ଥିରତା ଓ ପ୍ରଗତି ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

 

**********