ପିଏମଇଣ୍ଡିଆ
କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ ଅର୍ଥଦାନ ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ଶ୍ରୀ ଅଶରଫ ଘନିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।
“ଆମ ଦକ୍ଷିଣ ଏସୀୟ ପଡୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଏକତାର ପ୍ରମାଣ ସ୍ୱରୂପ କୋଭିଡ-19 ଜରୁରିକାଳୀନ ପାଣ୍ଠିକୁ 1 ମିଲିୟନ ଆମେରିକୀୟ ଡଲାର ଅର୍ଥଦାନ ଲାଗି ଆଫଗାନିସ୍ତାନ ରାଷ୍ଟ୍ରପତି ଶ୍ରୀ ଅଶରଫ ଘନିଙ୍କୁ ଧନ୍ୟବାଦ । ତସକ୍କୁର ରାଷ୍ଟ୍ରପତି ଅଶରଫ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Thank you Afghanistan, for contributing $ 1 Million to the COVID-19 Emergency Fund in solidarity with our South Asian neighborhood. Tashakkur President @ashrafghani.
— Narendra Modi (@narendramodi) March 23, 2020