ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ପେଶାଦାର ମୁଷ୍ଟିଯୋଦ୍ଧା ମହମ୍ମଦ ଅଲ୍ଲୀଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି ।
“ମହମ୍ମଦ ଅଲ୍ଲୀଙ୍କର ଆତ୍ମାର ଶାନ୍ତି ଓ ସଦ୍ଗତି କାମନା କରୁଛି । ଆପଣ ଜଣେ ଦୃଷ୍ଟାନ୍ତକାରୀ କ୍ରୀଡ଼ାବିତ୍ ଥିଲେ ଯିଏକି ମାନବୀୟ ଉତ୍ସାହ ଓ ପ୍ରତିବଦ୍ଧତାର ଶକ୍ତି ପ୍ରଦର୍ଶନ କରି ଆସିଥିଲେ ଏବଂ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ବନିଥିଲେ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
RIP Muhammad Ali. You were an exemplary sportsperson & source of inspiration who demonstrated the power of human spirit & determination.
— Narendra Modi (@narendramodi) June 4, 2016