Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆମ୍ବେଦକର ଜୟନ୍ତୀ ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଆମ୍ବେଦକର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଆମ୍ବେଦକର ଜୟନ୍ତୀ ଅବସରରେ ଶୁଭେଚ୍ଛା । ସମାଜର ଲକ୍ଷ ଲକ୍ଷ ଗରିବ ଏବଂ ଅବହେଳିତ ବର୍ଗର ଜନସାଧାରଣଙ୍କୁ ପୂଜ୍ୟ ବାବାସାହେବ ଆଶା ଓ ଭରସା ଦେଇଥିଲେ । ଆମ ସମ୍ବିଧାନର ନିର୍ମାଣ ନିମନ୍ତେ ତାଙ୍କ ପ୍ରୟାସ ଲାଗି ଆମେ ତାଙ୍କ ପାଖରେ ସବୁବେଳ ପାଇଁ ଋଣୀ । ସମସ୍ତ ଦେଶବାସୀଙ୍କୁ ଆମ୍ବେଦକର ଜୟନ୍ତୀର ଶୁଭକାମନା । ଜୟ ଭୀମ!,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।