Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆମ ଆଦମୀ ପାର୍ଟିକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଆମ ଆଦମୀ ପାର୍ଟି ଓ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଆପ ଓ ଶ୍ରୀ ଅରବିନ୍ଦ କେଜ୍ରିୱାଲଜୀଙ୍କୁ ଅଭିନନ୍ଦନ । ଦିଲ୍ଲୀବାସୀଙ୍କ ଆଶାଆକାଂକ୍ଷା ପୂରଣ ଲାଗି ସେମାନଙ୍କୁ ଶୁଭେଚ୍ଛା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।