Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆର୍ଟ ଅଫ୍ ଲିଭିଂରେ ଶ୍ରୀ ରବିଶଙ୍କର ଜୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଆର୍ଟ ଅଫ୍ ଲିଭିଂରେ ଶ୍ରୀ ରବିଶଙ୍କର ଜୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ପରିଦର୍ଶନ ସମୟରେ ଆଧ୍ୟାତ୍ମିକ ନେତା ଶ୍ରୀ ଶ୍ରୀ ରବି ଶଙ୍କରଙ୍କୁ ଭେଟିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ସହ ବିଭିନ୍ନ ବିଷୟ, ବିଶେଷ କରି ଆର୍ଟ ଅଫ୍ ଲିଭିଂ ଦ୍ୱାରା କରାଯାଉଥିବା କାର୍ଯ୍ୟ ଉପରେ ତାଙ୍କର ଚମତ୍କାର ଆଲୋଚନା ହୋଇଥିଲା।

ସାମାଜିକ କଲ୍ୟାଣ ଦିଗରେ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଆଗ୍ରହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସମାଜର ସେବା କରିବା ଦିଗରେ ଏହି ସଂସ୍ଥାର ପ୍ରୟାସକୁ ସ୍ୱୀକାର କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

“ଆର୍ଟ ଅଫ୍ ଲିଭିଂରେ ଥିବାବେଳେ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କୁ ଭେଟିଥିଲି। ଆମେ ବିଭିନ୍ନ ବିଷୟ ଉପରେ, ବିଶେଷ କରି ଆର୍ଟ ଅଫ୍ ଲିଭିଂ ଉପରେ ଏକ ଉତ୍କୃଷ୍ଟ ଆଲୋଚନା କରିଥିଲୁ। ସାମାଜିକ କଲ୍ୟାଣ ଦିଗରେ ତାଙ୍କର ଆଗ୍ରହ ଉଲ୍ଲେଖନୀୟ। ’’

HS