ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆର୍ଥିକ ଏବଂ ବ୍ୟବସାୟିକ ସହଯୋଗ ଲାଗି ଭାରତ ଏବଂ ଭିଏତନାମ ମଧ୍ୟରେ ବୁଝାମଣାପତ୍ର (ଏଓଓୟୁ) ସ୍ୱାକ୍ଷରକୁ ମଞ୍ଜୁରି ପ୍ରଦାନ କରାଯାଇଛି ।
ଏହି ଏମଓୟୁ ଅନ୍ତର୍ଗତ ଭାରତ ଏବଂ ଭିଏତନାମ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗ ଆହୁରି ଅଧିକ ବୃଦ୍ଧି ପାଇବ ।
****