ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଭାରତ ପ୍ରଗତି ଏବଂ ନମନୀୟତାର ପ୍ରତୀକ ଭାବରେ ଉଭା ହେଉଛି ଏବଂ ଏହାର ଅର୍ଥନୈତିକ ପ୍ରଗତି, ବୈଷୟିକ ଅଗ୍ରଗତି ଏବଂ ଆଞ୍ଚଳିକ ତଥା ବିଶ୍ୱ ସ୍ଥିରତା ପାଇଁ ଅବଦାନ ପାଇଁ ବିଶ୍ୱ ସ୍ୱୀକୃତି ଅର୍ଜନ କରୁଛି।
ଏକ୍ସ ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି :
‘‘ପ୍ରଗତି ଏବଂ ନମନୀୟତାର ପ୍ରତୀକ ଭାବେ ଉଭା ହୋଇ ଭାରତ ନିଜର ଆର୍ଥିକ ପ୍ରଗତି, ବୈଷୟିକ ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଶ୍ୱିକ ସ୍ଥିରତା କ୍ଷେତ୍ରରେ ଯୋଗଦାନ ପାଇଁ ବିଶ୍ୱସ୍ତରରେ ସ୍ୱୀକୃତି ଅର୍ଜନ କରୁଛିଁ ’’
HS
Rising as a symbol of progress and resilience, India is earning global recognition for its economic progress, technological advancements and contributions to regional and global stability. https://t.co/gJPBdKL9tp
— PMO India (@PMOIndia) December 31, 2024