Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଶାଢି ବୀଜ, କଚ୍ଛି ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶାଢି ବୀଜ, କଚ୍ଛି ନୂଆ ବର୍ଷର ଶୁଭ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି

ଆଶାଢି ବୀଜ, କଚ୍ଛି ନୂଆ ବର୍ଷର ଶୁଭ ଅବସରରେ ଅଭିନନ୍ଦନ ଆଶା କରୁଛି ଆଗାମୀ ବର୍ଷ ସୁଖ ଓ ସମୃଦ୍ଧି ଆଣିଦେଉ ସମସ୍ତଙ୍କ ଆଶା ପୂର୍ଣ୍ଣ ହେଉ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି