ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ଓ ରାଜସ୍ଥାନ ବନ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ନିକଟତମ ପରିଜନଙ୍କୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
ସେହିପରି ଆସାମ ଓ ରାଜସ୍ଥାନ ବନ୍ୟାରେ ଗୁରୁତର ଭାବେ ଆହତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ 50 ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି ।
**********
PM @narendramodi announced Rs. 2 lakh each for the next of kin of those who have lost their lives in the floods in Assam and Rajasthan.
— PMO India (@PMOIndia) July 31, 2017
PM @narendramodi announced Rs. 50,000 each for those seriously injured in the floods in Assam and Rajasthan.
— PMO India (@PMOIndia) July 31, 2017