Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡୋନେସିଆରେ ଭୂକମ୍ପ ଜନିତ ପ୍ରାଣହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ଇଣ୍ଡୋନେସିଆରେ ଭୂକମ୍ପ ଜନିତ ପ୍ରାଣହାନି ପାଇଁ ପ୍ରଧାନମନ୍ତ୍ରୀ ଶୋକ ପ୍ରକଟ କରିଛନ୍ତି ।

“ଆଜିର ଏହି ପ୍ରାକୃତିକ ଦୁର୍ବିପାକରେ ଏସେ ପ୍ରଦେଶର ପ୍ରଭାବିତ ଲୋକମାନଙ୍କ ପ୍ରତି ଆମର ସମବେଦନା ଏବଂ ପ୍ରାର୍ଥନା । ଭାରତ ଏହି ଘଡିସନ୍ଧି ମୁହୂର୍ତ୍ତରେ ଇଣ୍ଡୋନେସିଆକୁ ଯେକୌଣସି ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।