ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇଣ୍ଡୋନେସିଆ ବିନ୍ତାଙ୍ଗ ଆଦିପୂର୍ଣ୍ଣ’ରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିଆନ୍ତୋ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ତାଙ୍କ ନେତୃତ୍ୱ ଏବଂ ଅସାଧାରଣ ଅବଦାନର ସ୍ୱୀକୃତି ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନ ପାଇଛନ୍ତି। ଶ୍ରୀ ମୋଦୀ ଏହି ପୁରସ୍କାରକୁ ଭାରତ ଓ ଇଣ୍ଡୋନେସିଆର ଜନସାଧାରଣ ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘସ୍ଥାୟୀ ସଭ୍ୟତାଗତ ସମ୍ପର୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।
******
PS/Swadhin/ Manoj
PM @narendramodi was conferred with the Bintang Adipurna of the Republic of Indonesia. pic.twitter.com/LIE2bPJgEX
— PMO India (@PMOIndia) July 7, 2026
I accept the Bintang Adipurna of the Republic of Indonesia with great humility.
— Narendra Modi (@narendramodi) July 7, 2026
This honour belongs to the people of India. It reflects the warmth and affection of the people of Indonesia. It is also a tribute to the historic and deeply-rooted ties between India and Indonesia.… pic.twitter.com/Kq5SfHukf5
Saya menerima Bintang Adipurna Republik Indonesia ini dengan penuh kerendahan hati.
— Narendra Modi (@narendramodi) July 7, 2026
Kehormatan ini milik seluruh masyarakat India. Penghargaan ini mencerminkan kehangatan dan kasih sayang dari masyarakat Indonesia. Hal ini juga merupakan penghormatan terhadap hubungan bersejarah… pic.twitter.com/m0jqNCcTDB