Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡୋନେସିଆ ଓପନ୍ ସୁପର ସିରିଜ୍ ଟୁର୍ଣ୍ଣାମେଂଟରେ ବିଜୟ ପାଇଁ ବ୍ୟାଡମିଂଟନ୍ ତାରକା କିଦାମ୍ବି ଶ୍ରୀକାନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଓପନ୍ ସୁପର ସିରିଜ୍ ଟୁର୍ଣ୍ଣାମେଂଟରେ ବିଜୟ ପାଇଁ ବ୍ୟାଡମିଂଟନ୍ ତାରକା କିଦାମ୍ବି ଶ୍ରୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“କିଦାମ୍ବୀ ଶ୍ରୀକାନ୍ତ ତୁମକୁ ଅଭିନନ୍ଦନ, ଇଣ୍ଡୋନେସିଆ ଓପନ୍ ସୁପର ସିରିଜ୍ ଟୁର୍ଣ୍ଣାମେଂଟରେ ତୁମର ବିଜୟ ପାଇଁ ଆମେ ସମସ୍ତେ ଅତ୍ୟନ୍ତ ଆନନ୍ଦିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।