ପିଏମଇଣ୍ଡିଆ
ଇଦ ଅଲ-ଆଦହା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । “ଇଦ ଅଲ-ଆଦହା ଅବସରରେ ମୋର ଶୁଭେଚ୍ଛା । ମୁଁ ଆଶା କରୁଛି ଯେ ଏହା ଆମ ସମାଜରେ ଶାନ୍ତି ଓ ସମୃଦ୍ଧିର ଭାବନା ବୃଦ୍ଧି କରିବ । ଇଦ ମୁବାରକ !”, ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
**********
My best wishes on the occasion of Eid al-Adha. I hope it furthers the spirit of peace and happiness in our society. Eid Mubarak!
— Narendra Modi (@narendramodi) August 12, 2019