Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଦ-ଇ-ମିଲାଦ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଇଦ-ଇ-ମିଲାଦ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଇଦ-ଇ-ମିଲାଦ ଅବସରରେ ମୁଁ ଅଭିନନ୍ଦନ ଜଣାଉଛି । ପୈଗମ୍ବର ମହମ୍ମଦଙ୍କ ଶିକ୍ଷା ଆମ ସମାଜରେ ସଂହତିର ଭାବନାକୁ ଆହୁରି ସୁଦୃଢ଼ କରୁ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

*****