Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଦ-ଉଲ-ଜୁହା ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପବିତ୍ର ଇଦ-ଉଲ-ଜୁହା ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭକାମନା ଜଣାଇଛନ୍ତି ।

“ଇଦ-ଉଲ-ଜୁହା ଶୁଭେଚ୍ଛା । ଏହି ପବିତ୍ର ପର୍ବ ଆମ ସମାଜରେ ଶାନ୍ତି, ମୈତ୍ରୀ, ଏକତା ଆଣିଦେଉ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।