Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଦ-ଉଲ-ଜୁହା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଇଦ-ଉଲ-ଜୁହା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । “ଇଦ-ଉଲ-ଜୁହା ପାଳନ ଅବସରରେ ଶୁଭକାମନା । ଏହି ଦିବସ ଆମ ସମାଜରେ କରୁଣା ଏବଂ ଭ୍ରାତୃତ୍ୱର ଭାବନାକୁ ଦୃଢ଼ କରିବା ନେଇ ମୁଁ ଆଶା ପୋଷଣ କରୁଛି,”ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***