Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଦ-ଉଲ-ଜୁହା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଇଦ-ଉଲ-ଜୁହା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ।

“ଇଦ-ଉଲ-ଜୁହା ଅବସରରେ ଶୁଭକାମନା । ସମାଜରେ ସଂହତି, ଭ୍ରାତୃତ୍ଵଭାବ ଏବଂ ଏକତାର ଭାବନା ବୃଦ୍ଧିପାଉ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****