Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଦ-ଉଲ-ଫିତର ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ-ଉଲ-ଫିତର ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ।

“ଇଦ-ଉଲ-ଫିତରର ଶୁଭେଚ୍ଛା! ଆମ ସମାଜରେ ଏହି ପବିତ୍ର ଦିବସ ଶାନ୍ତି ଓ ଭ୍ରାତୃତ୍ଵଭାବର ଉତ୍ସାହ ତଥା ଭାବନାକୁ ବୃଦ୍ଧି କରିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।