Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଷ୍ଟର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ସମସ୍ତଙ୍କୁ ଇଷ୍ଟରର ଶୁଭେଚ୍ଛା ! ଯୀଶୁ ଖ୍ରୀଷ୍ଟଙ୍କ ଉପଦେଶ ସମାଜରେ ଏକତା, କରୁଣା ଭାବ ଓ ଭ୍ରାତୃତ୍ଵଭାବ ବୃଦ୍ଧି କରୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

****