Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦ


ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଇଷ୍ଟର ଅବସରରେ ଅଭିନନ୍ଦନ ! ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ଭାବନା ଲକ୍ଷ ଲକ୍ଷ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିଥାଏ । ଆମ ସମାଜକୁ ଖରାପ କବଳରୁ ରକ୍ଷା କରିବା ଏବଂ ଗରିବ ଓ ଅବହେଳିତଙ୍କ ପ୍ରତି କରୁଣାବାନ ହେବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ଏହି ସ୍ୱତନ୍ତ୍ର ଦିବସ ଶାନ୍ତି ଏବଂ ସହାବସ୍ଥାନର ଭାବନାକୁ ସୁଦୃଢ଼ କରୁ,” ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

*****