ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଷ୍ଟର ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ସୁଖଦ ଇଷ୍ଟର ! ଆଶା କରୁଛି ଏହି ସ୍ଵତନ୍ତ୍ର ଦିନଟି ଏକତା, ଶାନ୍ତି ଓ ଭ୍ରାତୃଭାବର ବନ୍ଧନକୁ ସୁଦୃଢ କରିବ । ପ୍ରଭୁ ଯୀଶୁଙ୍କ ମହତ ବାଣୀ ଓ ଆଦର୍ଶ ଜନସାଧାରଣଙ୍କୁ ସମାଜର ସେବା କରିବା ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଅଭିପ୍ରେରିତ କରିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
***
Happy Easter! I hope this special day strengthens the bonds of unity, peace and brotherhood. May the noble thoughts and ideals of Lord Christ motivate people to serve and bring a positive difference to society.
— Narendra Modi (@narendramodi) April 1, 2018