Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରାଏଲର ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ଇସ୍ରାଏଲବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପୂର୍ବତନ ରାଷ୍ଟ୍ରପତି ମିଷ୍ଟର ସିମନ ପେରେସଙ୍କ ବିୟୋଗରେ ଇସ୍ରାଏଲବାସୀଙ୍କୁ ଗଭୀର ଶୋକ ଜଣାଇଛନ୍ତି ।

‘ପୂର୍ବତନ ରାଷ୍ଟ୍ରପତି ସିମନ ପେସେରଙ୍କ ବିୟୋଗରେ ବିଶ୍ୱ ଜଣେ ତୁଙ୍ଗ ନେତା ଏବଂ ଭାରତ ଜଣେ ହିତାକାରୀ ବନ୍ଧୁ ହରାଇଲା । ତାଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ଇସ୍ରାଏଲବାସୀଙ୍କ ପାଇଁ ଆମର ଗଭୀର ଶୋକ ଜଣାଉଛୁ’, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।