Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


 

ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆଜି ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ଇସ୍ରାଏଲ ପ୍ରଧାନମନ୍ତ୍ରୀବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି 

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ପ୍ରଧାନମନ୍ତ୍ରୀ @netnyahu ଙ୍କ ସହ ପଶ୍ଚିମ ଏସିଆର ସାମ୍ପ୍ରତିକପରିସ୍ଥିତି ବାବଦରେ କଥା ହେଲି  ଆମ ବିଶ୍ୱରେ ଆତଙ୍କବାଦର ସ୍ଥାନନାହିଁ  ଆଞ୍ଚଳିକ ଉତ୍ତେଜନାକୁ ପ୍ରଶମିତ କରି ସମସ୍ତ ପଣବନ୍ଦୀଙ୍କମୁକ୍ତିକୁ ନିଶ୍ଚିତ କରାଯିବା ହିଁ ଗୁରୁତ୍ୱପୂର୍ଣ୍ଣ  ସଂପୃକ୍ତ ଅଞ୍ଚଳରେ ଶାନ୍ତି ସ୍ଥିରତା ପ୍ରତିଷ୍ଠା କରିବା ପ୍ରଚେଷ୍ଟାକୁ ଭାରତ ସମର୍ଥନ କରୁଛି ” 

SR