ପିଏମଇଣ୍ଡିଆ
15ଟି ଦେଶର 31ଟି ଧ୍ରୁବୀୟ ଉପଗ୍ରହକୁ ଏକସଙ୍ଗେ ଉତକ୍ଷେପଣ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ ତାହାର 40ତମ ସଫଳତା ହାଲସ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“15ଟି ଦେଶର 31ଟି ଧ୍ରୁବୀୟ ଉପଗ୍ରହକୁ ଏକସଙ୍ଗେ ଉତକ୍ଷେପଣ କରାଇ 40ତମ ସଫଳତା ହାଲସ କରିଥିବାରୁ ଇସ୍ରୋକୁ ଅଭିନନ୍ଦନ। ଇସ୍ରୋ ଆମକୁ ଗୌରବାନ୍ଵିତ କରାଇଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Congratulations to ISRO on its 40th successful Polar satellite launch carrying 31 satellites from 15 countries. You make us proud!
— Narendra Modi (@narendramodi) June 23, 2017