ପିଏମଇଣ୍ଡିଆ
ଉତ୍ତରପ୍ରଦେଶରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଗୁରୁତର ଭାବେ ଆହତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୫୦ ହଜାର ଆର୍ଥିକ ସହାୟତା ରାଶି ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ରେଳ ମନ୍ତ୍ରଣାଳୟର ସହାୟତା ବାଦ ଏହି ଅନୁକମ୍ପାମୂଳକ ସାହାଯ୍ୟ ପ୍ରଦାନ କରାଯିବ ।
PM @narendramodi has announced ex gratia of Rs. 2 lakhs from PMNRF for the next of kin of those killed in the rail accident in Uttar Pradesh
— PMO India (@PMOIndia) November 20, 2016
PM @narendramodi has also announced Rs. 50,000 for those seriously injured in the rail accident in Uttar Pradesh.
— PMO India (@PMOIndia) November 20, 2016