Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତରାଖଣ୍ଡ ଆକସ୍ମିକ ବୃଷ୍ଟିଝଡରେ ଜୀବନହାନୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡରେ ଆକସ୍ମିକ ବୃଷ୍ଟିଝଡ ଓ ମୂଷଳାଧାର ବର୍ଷା ଯୋଗୁଁ ଜୀବନହାନୀ ଘଟିଥିବାରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

“ଆକସ୍ମିକ ବୃଷ୍ଟିଝଡ ଏବଂ ମୂଷଳାଧାର ବର୍ଷା ଯୋଗୁଁ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ପ୍ରାଣହାନୀ ଘଟିଥିବାରୁ ମୁଁ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରୁଛି । ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।

ଆହତ ଲୋକମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଖୁବ ଶୀଘ୍ର ବର୍ଷା-ବ୍ୟୁତ୍ପାତ ଅଞ୍ଚଳରେ ଜୀବନଯାତ୍ରା ସ୍ଵାଭାବିକ ଅବସ୍ଥାକୁ ଫେରିଆସିବ ବୋଲି ଆଶା ପ୍ରକାଶ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।