ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉତ୍ତର-ପୂର୍ବାଂଚଳର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି ଏବଂ #MagnificentNortheast ର ବ୍ୟବହାର କରି ଇନଷ୍ଟାଗ୍ରାମରେ ସେମାନଙ୍କ ଉତ୍ତର-ପୂର୍ବାଂଚଳ ପରିଦର୍ଶନର ଫଟୋ ସେୟାର କରିବା ପାଇଁ ଜନସାଧାରଣଙ୍କୁ ପ୍ରେରିତ କରିଛନ୍ତି । ନିଜ ଫଟୋ ମଧ୍ୟ ସେୟାର କରିବେ ବୋଲି ସେ କଥା ଦେଇଥିଲେ ।
ଆଜି ସେ ତାଙ୍କ ଉତ୍ତର-ପୂର୍ବାଂଚଳ ଗସ୍ତ ବେଳର କିଛି ଫଟୋ ସେୟାର କରିଛନ୍ତି ।
ଗତକାଲି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ #MagnificentNortheast ର ବ୍ୟବହାର କରି ଇନଷ୍ଟାଗ୍ରାମରେ ଆପଣମାନଙ୍କ ଉତ୍ତର-ପୂର୍ବାଂଚଳ ଗସ୍ତର ଫଟୋ ସେୟାର କରିବା ପାଇଁ ଅନୁରୋଧ କରିଥିଲି ।
ମୋ ପୃଷ୍ଠାର ଏକ କାହାଣୀ ସହିତ ମୁଁ କିଛି ଚିତ୍ର ସେୟାର କରିଛି । ଏଗୁଡ଼ିକୁ ଦେଖନ୍ତୁ! https://t.co/HL4RbIyE9z
–ନରେନ୍ଦ୍ର ମୋଦୀ (@narendramodi) ଫେବୃଆରୀ 9, 2019
**********
Yesterday, had requested you all to share pictures of your visits to the Northeast on Instagram using #MagnificentNortheast.
— Narendra Modi (@narendramodi) February 9, 2019
I shared some of the pictures in a Story on my page. Do have a look! https://t.co/HL4RbIyE9z