Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର ପ୍ରଦେଶର ଆଗ୍ରାଠାରେ ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ


 

ତ୍ତରପ୍ରଦେଶର ଆଗ୍ରାଠାରେ ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ତ୍ତର ପ୍ରଦେଶର ଆଗ୍ରାଠାରେ ବସ ଦୁର୍ଘଟଣାକୁ ନେଇ ମୁଁ ମର୍ମାହତ । ପ୍ରିୟଜନଙ୍କୁ ହରାଇଥିବା ପରିବାର ବର୍ଗଙ୍କ ପାଇଁ ମୁଁ ସମବେଦନା ପ୍ରକାଶ କରୁଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ରାଜ୍ୟ ସରକାର ଓ ଆଞ୍ଚଳିକ ପ୍ରଶାସନ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରୁଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

 

ନରେନ୍ଦ୍ର ମୋଦୀ

“ଉତ୍ତର ପ୍ରଦେଶର ଆଗ୍ରାଠାରେ ବସ ଦୁର୍ଘଟଣାକୁ ନେଇ ମୁଁ ମର୍ମାହତ । ପ୍ରିୟଜନଙ୍କୁ ହରାଇଥିବା ପରିବାର ବର୍ଗଙ୍କ ପାଇଁ ମୁଁ ସମବେଦନା ପ୍ରକାଶ କରୁଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ରାଜ୍ୟ ସରକାର ଓ ଆଞ୍ଚଳିକ ପ୍ରଶାସନ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରୁଛନ୍ତି ।