Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉପାଧ୍ୟାୟ ଶ୍ରୀ ରିଷି ପ୍ରବୀଣଜୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉପାଧ୍ୟାୟ ଶ୍ରୀ ରିଷି ପ୍ରବୀଣ ମହାଶୟଙ୍କୁ ଭେଟି ମନ୍ତବ୍ୟ ଦେଇଛନ୍ତି ଯେ, ଶ୍ରୀ ପ୍ରବୀଣ ଜୈନ ଗ୍ରନ୍ଥ ଏବଂ ସଂସ୍କୃତି ଅଧ୍ୟୟନ କ୍ଷେତ୍ରରେ ବହୁଳ ଭାବରେ ସମ୍ମାନିତ

 

ଏକ୍ସ ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

 

ଉପାଧ୍ୟାୟ ଶ୍ରୀ ରିଷି ପ୍ରବୀଣ ମହାଶୟଙ୍କୁ ସାକ୍ଷାତ କରି ବହୁତ ଭଲ ଲାଗିଲା ଜୈନ ଗ୍ରନ୍ଥ ଏବଂ ସଂସ୍କୃତି ଅଧ୍ୟୟନ ପାଇଁ ସେ ବହୁଳ ଭାବରେ ସମ୍ମାନିତ ସେ ସମନ୍ୱୟ ଏବଂ ଭ୍ରାତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଭାରତରେ ବ୍ୟାପକ ଭ୍ରମଣ କରିଛନ୍ତି

 

*****

MT