Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏଫଆଇଏସ ଆନ୍ତର୍ଜାତିକ ସ୍କିଇଂ ପ୍ରତିଯୋଗୀତାରେ ଭାରତର ପ୍ରଥମ ପଦକ ବିଜେତା ଆଞ୍ଚଲ ଠାକୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତୁର୍କୀରେ ଅନୁଷ୍ଠିତ ଏଫଆଇଏସ ଆନ୍ତର୍ଜାତିକ ସ୍କିଇଂ ପ୍ରତିଯୋଗୀତାରେ ଭାରତର ପ୍ରଥମ ପଦକ ବିଜେତା ଆଞ୍ଚଲ ଠାକୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି  । “ଆଞ୍ଚଲ ଠାକୁର ତୁମେ ଆନ୍ତର୍ଜାତିକ ସ୍କିଇଂରେ ପଦକ ଜିଣିବା ବହୁତ ଖୁସିର କଥା  । ତୁର୍କୀରେ ଅନୁଷ୍ଠିତ ଏଫଆଇଏସ ଆନ୍ତର୍ଜାତିକ ସ୍କିଇଂ ପ୍ରତିଯୋଗୀତାରେ ଆପଣଙ୍କର ଐତିହାସିକ ସଫଳତା ଦେଶ ପାଇଁ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଛି  । ଆପଣଙ୍କ ଭବିଷ୍ୟତ ପ୍ରୟାସ ଆହୁରି ଉତ୍ତମ ହେଉ ବୋଲି ବହୁତ ବହୁତ ଶୁଭକାମନା’’, ଏହା କହିଛନ୍ତି ପ୍ରଧାନମନ୍ତ୍ରୀ  ।

 

************