Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏଫଆଇଜି ବିଶ୍ଵ ଚାଲେଞ୍ଜ କପ ଭଲ୍ଟ ବର୍ଗରେ ସ୍ଵର୍ଣ୍ଣ ବିଜେତା ଦୀପା କର୍ମକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଏଫଆଇଜି ବିଶ୍ଵ ଚାଲେଞ୍ଜ କପ ଭଲ୍ଟ ବର୍ଗରେ ସ୍ଵର୍ଣ୍ଣ ବିଜେତା ଦୀପା କର୍ମକାରଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

“ଦୀପା କର୍ମକାରଙ୍କ ପାଇଁ ଭାରତ ଗର୍ବିତ! ତୁର୍କିର ମେର୍ସିନଠାରେ ଏଫଆଇଜି ବିଶ୍ଵ ଚାଲେଞ୍ଜ କପ ଭଲ୍ଟ ବର୍ଗରେ ସ୍ଵର୍ଣ୍ଣ ପଦକ ବିଜେତା ଦୀପା କର୍ମକାରଙ୍କୁ ଶୁଭେଚ୍ଛା । ଏହି ବିଜୟ ତାଙ୍କର ଅଧ୍ୟବ୍ୟସାୟ ଏବଂ ହାର ନ ମାନିବା ମନୋବୃତ୍ତିର ଜ୍ଵଳନ୍ତ ଉଦାହରଣ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********