Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆନ୍ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍ ରେ ରୌପ୍ୟ ପଦକ ଜିତିଥିବା ସୋମନ ରାଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍ ଏଫ୍ –୫୬/୫୭ ବର୍ଗରେ ରୌପ୍ୟ ପଦକ ଜିତିଥିବା ସୋମନ ରାଣାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ପୁରୁଷ ସଟ୍ ପୁଟ୍ ଏଫ୍–୫୬/୫୭ ବର୍ଗରେ ସୋମନ ରାଣାଙ୍କ ଚମତ୍କାର ରୌପ୍ୟ ପଦକ ଆମକୁ ଏସୀୟ ପାରା ଗେମ୍ସରେ ଉତ୍ସବ ପାଳନ କରିବାର ଏକ ଅବସର ପ୍ରଦାନ କରିଛି। ତାଙ୍କୁ ଅନେକ ଅନେକ ଅଭିନନ୍ଦନ।

 

BS